News in Picture ସର୍ବ ଭାରତୀୟ ରେଳ ଘରୋଇକରଣ ବିରୋଧି ଜନଅଭିଯାନ ଓଡିଶା ପକ୍ଷରୁ ଆଜି ତା 17 ରିଖ 2020 ରେ ଭୂବନେଶ୍ୱର ଠାରେ ପୂର୍ବ ତଟ ଅଫିସ,ରେଳ ଭବନ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ,ରେଳଅଧିକାରୀ(General Manager )ଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । 18 November 202018 November 2020 admin 0 Comments Read more