ଅନୁଗୁଳ-ତା୧୫/୦୨ । ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ, ଅନୁଗୁଳଠାରେ କାର୍ଯ୍ୟରତ ସପ୍ଲାଇ ମ୍ୟାନ୍ ପାୱାର ଶ୍ରମିକମାନଙ୍କ ନ୍ୟାଯ୍ୟ ତିନି ଦଫା ଦାବିରେ ଜେ.ଏସ୍.ପି.ଏଲ୍ ୱାର୍କର୍ସ ୟୁନିୟନ୍