- ସର୍ବ ଭାରତୀୟ ରେଳ ଘରୋଇକରଣ ବିରୋଧି ଜନଅଭିଯାନ ଓଡିଶା ପକ୍ଷରୁ ଆଜି ତା 17 ରିଖ 2020 ରେ ଭୂବନେଶ୍ୱର ଠାରେ ପୂର୍ବ ତଟ ଅଫିସ,ରେଳ ଭବନ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ,ରେଳଅଧିକାରୀ(General Manager )ଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
- କୃଷକମାନଙ୍କ ଉପରେ ହରିଆନା ଓ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ବିରୁଦ୍ଧରେ ଏସ୍ ୟୁ ସି ଆଇ (ସି) ଓ ଏଆଇକେକେଏମଏସ ପକ୍ଷରୁ କଟକ କଲେଜ ଛକ ଠାରେ ପ୍ରତିବାଦ ବିକ୍ଷୋଭ