ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା – ୦୮|୦୧|୨୦୨୦। ALL INDIA DSO, DYO, DTO ଏବଂ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଜିଲ୍ଲାର ୬୪୨ଟି ସରକାରୀ

Read more

ବଲାଙ୍ଗୀର – ୦୮/୦୧ / ୨୦୨୧ AIDSO ବଲାଙ୍ଗୀର ଜିଲ୍ଲା କମିଟି ତଥା ସ୍କୁଲ ସୁରକ୍ଷା କମିଟି ବଲାଙ୍ଗୀର ତରଫରୁ ଜିଲ୍ଲାର ୩୭୯ଟି ବିଦ୍ୟାଳୟ ବନ୍ଦ ନିଷ୍ପତି ବିରୁଦ୍ଧରେ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଗଣବିକ୍ଷ୍ୟଭ ପ୍ରଦର୍ଶନ କରାଯାଇଛି l ପାଖାପାଖି ୩୦୦ ଲୋକଙ୍କର ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପାରେ ଏକ ୨ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଏଥିରେ AIDSO ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁନିଲ ଭୋଇଙ୍କ ସମେତ ବହୁ ଛାତ୍ରନେତା ଛାତ୍ର ଅବିଭାବକ ବୁଦ୍ଧିଜୀବୀ ଜନସାଧାରଣ ଅଂଶଗ୍ରହଣ କରିଥିଲେ l

Read more