ବାତ୍ୟା ପ୍ରପୀଡିତ ଜନସାଧାରଣଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ସହୟତା ଯୋଗାଇ ଦେବା ସହିତ କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ତୁରନ୍ତ ସଚଳ କରାଯାଉ – ଏସ୍.ୟୁ.ସି.ଆଇ(ସି)
ଭୁବନେଶ୍ୱର ତା ୨୭/୫/୨୦୨୧ ବାତ୍ୟା “ୟସ୍” ତାଣ୍ଡବରେ ଓଡିଶାର ଉପକୂଳ ଜିଲ୍ଲାଗୁଡିକ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ମୟୁରଭଞ୍ଜ ଆଦି ଜିଲ୍ଲାରେ ସଂପୂର୍ଣ୍ଣ କ୍ଷୟକ୍ଷତି ହୋଇଥିବା
Read more
