ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ

କଟକ ତା ୩୦.୦୩.୨୦୨୧- ଆସନ୍ତା ଏପ୍ରିଲ୍ ୪ ତାରିଖ ଠାରୁ ପ୍ରତି ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ୩୦ ପଇସା ଲେଖାଏଁ ବୃଦ୍ଧି କରିବା ନିଷ୍ପତ୍ତି ତୁରନ୍ତ

Read more

ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା – ୦୮|୦୧|୨୦୨୦। ALL INDIA DSO, DYO, DTO ଏବଂ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଜିଲ୍ଲାର ୬୪୨ଟି ସରକାରୀ

Read more

ବଲାଙ୍ଗୀର – ୦୮/୦୧ / ୨୦୨୧ AIDSO ବଲାଙ୍ଗୀର ଜିଲ୍ଲା କମିଟି ତଥା ସ୍କୁଲ ସୁରକ୍ଷା କମିଟି ବଲାଙ୍ଗୀର ତରଫରୁ ଜିଲ୍ଲାର ୩୭୯ଟି ବିଦ୍ୟାଳୟ ବନ୍ଦ ନିଷ୍ପତି ବିରୁଦ୍ଧରେ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଗଣବିକ୍ଷ୍ୟଭ ପ୍ରଦର୍ଶନ କରାଯାଇଛି l ପାଖାପାଖି ୩୦୦ ଲୋକଙ୍କର ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପାରେ ଏକ ୨ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଏଥିରେ AIDSO ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁନିଲ ଭୋଇଙ୍କ ସମେତ ବହୁ ଛାତ୍ରନେତା ଛାତ୍ର ଅବିଭାବକ ବୁଦ୍ଧିଜୀବୀ ଜନସାଧାରଣ ଅଂଶଗ୍ରହଣ କରିଥିଲେ l

Read more

ଚାଷୀ ବିରୋଧୀ ଅଗଣତାନ୍ତ୍ରୀକ କୃଷକ ବିରୋଧୀ ଆଇନ ବିରୁଦ୍ଧରେ ଆଜି ସାରା ଭାରତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦର ଆହ୍ବାନରେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ମିଳିତ ପ୍ରତିବାଦ ଧାରଣା। ୧୪.୧୨.୨୦୨୦ Joint Protest Dharana in front of Collector office, Cuttack against anti farmer laws. 14.12.2020 #StandWithFarmers

Read more

ସର୍ବ ଭାରତୀୟ ରେଳ ଘରୋଇକରଣ ବିରୋଧି ଜନଅଭିଯାନ ଓଡିଶା ପକ୍ଷରୁ ଆଜି ତା 17 ରିଖ 2020 ରେ ଭୂବନେଶ୍ୱର ଠାରେ ପୂର୍ବ ତଟ ଅଫିସ,ରେଳ ଭବନ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ,ରେଳଅଧିକାରୀ(General Manager )ଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Read more

ମହାନ ନଭେମ୍ବର ବିପ୍ଳବ ଦିବସର ୧୦୩ତମ ବାର୍ଷିକୀ ଉପଲକ୍ଷେ- ‘ସଭା’ ୯ ନଭେମ୍ବର ୨୦୨୦, Sarbahara Kranti ସର୍ବହରା କ୍ରାନ୍ତି ଫେସବୁକ ପେଜ। ମୁଖ୍ୟବକ୍ତା – କମ୍ରେଡ଼ ଚଣ୍ଡିଦାସ ଭଟାଚାର୍ଯ୍ୟ, କେନ୍ଦ୍ରୀୟ କମିଟି ସଦସ୍ୟ, ଏସୟୁସିଆଇ(ସି) ସଭାପତି – କମ୍ରେଡ଼ ଧୁର୍ଜ୍ଜଟୀ ଦାସ, ସମ୍ପାଦକ, ଏସୟୁସିଆଇ(ସି), ଓଡିଶା ରାଜ୍ୟ କମିଟି।

Read more