ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ

Sarbaharakranti News Dt 12.05.2022: କେନ୍ଦ୍ର ବି ଜେ ପି ସରକାର ଙ୍କ ଅନ୍ୟାୟ ,ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦ ରେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ଦଳ ପକ୍ଷରୁ ,କୋରାପୁଟ ଜିଲ୍ଲା ,ଵୈ ଇ ପା ରି ଗୁଡ଼ା ସହୀଦ ଲକ୍ଷମଣ ନାୟକ ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ଶତାଧିକ ଦଳର କର୍ମୀ ସମର୍ଥକ ଯୋଗ ଦେଇ କେନ୍ଦ୍ର ବି ଜେ ପି ସରକାର ବିରୁଦ୍ଧରେ ନାରାବାଜି ଦେଇ ତୁରନ୍ତ ପେଟ୍ରୋଲ ଡିଜେଲ ,ଓ ରନ୍ଧନ ଗ୍ୟାସ ବର୍ଦ୍ଧିତ ଦର ପ୍ରତ୍ୟାହାର ପାଈ ଦାବୀ କରିଥିଲେ ।ଉପସ୍ଥିତ ପ୍ରତି ବାଦ କାରୀ ଙ୍କୁ ଉଦ ବୋଧନ ଦେଇ,ସୂର୍ଯ୍ୟ ବିଷୋୟୀ, ରାମ ବାରିକ, ଦଶରଥ ଖିଲ ଓ ଲଖମୀ ବାରିକ,ପ୍ରମିଳା ପୂଜାରୀ , କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଶକ୍ତିଶାଳୀ ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *