ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା

Sarbaharakranti News Dt – ୦୯/୦୫ । ରନ୍ଧନଗ୍ୟାସ୍‌ର ଆକାଶଛୁଆଁ ଦରବୃଦ୍ଧି ପ୍ରତ୍ୟାହାର କରିବା, ତୈଳ କମ୍ପାନୀମାନଙ୍କ ସ୍ୱାର୍ଥରେ ହେଉଥିବା ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧି ବନ୍ଦ କରିବା,

Read more

ଆନ୍ତର୍ଜାତିକ ଶ୍ରମିକ ଦିବସର ୧୩୬ତମ ବାର୍ଷିକୀ ଉପଲକ୍ଷେ ଶ୍ରମିକ ସମାବେଶ

ସର୍ବହରାକ୍ରାନ୍ତି ଖବର ତା ୦୭.୦୫.୨୦୨୨ – : ଏ.ଆଇ.ୟୁ.ଟି.ୟୁ.ସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ୱାର୍କର୍ସ ୟୁନିୟନ (ଏନ.ଟି.ପି.ସି) କଣିହାଁ ଉଦ୍ୟୋଗରେ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସର

Read more

ଗ୍ୟାସ ସିଲିଣ୍ଡରର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସ ୟୁ ସି ଆଇ(କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ

Sarbaharakranti News Dt 07.05.2022 – କେନ୍ଦ୍ର ସରକାର ସାଧାରଣ ଲୋକଙ୍କର ଆର୍ଥିକ ସ୍ଥିତିକୁ ବିଚାରକୁ ନ ନେଇ ଯେଭଳି ଭାବରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ

Read more

ବିରବିରା ଠାରେ ଐତିହାସିକ ମେ ଦିବସ ଉପଲକ୍ଷେ ଶ୍ରମିକ ସମାବେଶ

ସର୍ବହରାକ୍ରାନ୍ତି ଖବର ତା ୦୪.୦୫.୨୦୨୨ – କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି ସହବନ୍ଧିତ ଓଡ଼ିଶା ମିଳିତ ନିର୍ମାଣ ଶ୍ରମିକ ସଂଗଠନ

Read more

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟିର ତୀବ୍ର ନିନ୍ଦା ସହ ବିକ୍ଷୋଭ

ସର୍ବହରାକ୍ରାନ୍ତି ସମ୍ବାଦ ତା 26.02.2022 – ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରି ଋଷିଆ ଅବିଳମ୍ବେ ତାର ସୈନ୍ୟବାହିନୀ ପ୍ରତ୍ୟାହାର କରିବା ଦାବିରେ ଏସ୍‌.ୟୁ.ସି.ଆଇ(ସି) ଭୁବନେଶ୍ବର ଜିଲ୍ଲା

Read more

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣକୁ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଦୃଢ଼ ପ୍ରତିବାଦ

ସର୍ବହରକ୍ରାନ୍ତି ତା 26.02.2022 – ଗତ ଚାରି ଦିନ ଧରି ୟୁକ୍ରେନ୍ ଉପରେ ସାମ୍ରାଜ୍ୟବାଦୀ ଋଷିଆର ଆକ୍ରମଣକୁ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି । ଦଳ

Read more

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ତୀବ୍ର ନିନ୍ଦା ସହ ବିକ୍ଷୋଭ

ସର୍ବହରକ୍ରାନ୍ତି ତା 27.02.2022 – ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ତୀବ୍ର ନିନ୍ଦା ସହ ଏକ ବିକ୍ଷୋଭ କମାପଲ୍ଲି

Read more

ଅବିଳମ୍ବେ ଯୁଦ୍ଧ କରି ୟୁକ୍ରେନରୁ ଋଷିଆ ସୈନ୍ୟ ପ୍ରତ୍ୟାହାର କରୁ – ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ)

ସର୍ବହରା କ୍ରାନ୍ତି ସମ୍ବାଦ ତା 26.02.2022 – ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରି ଋଷିଆ ଅବିଳମ୍ବେ ତାର ସୈନ୍ୟବାହିନୀ ପ୍ରତ୍ୟାହାର କରିବା ଦାବିରେ ଏସ୍‌.ୟୁ.ସି.ଆଇ(ସି) କେନ୍ଦ୍ରୀୟ

Read more

ଏସ ୟୁ ସି ଆଇ(କମ୍ୟୁନିଷ୍ଟ)ପକ୍ଷରୁ ସାମ୍ରାଜ୍ୟବାଦୀ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ବିରୁଧ୍ୟରେ ବିକ୍ଷୋଭ

ସର୍ବହରାକ୍ରାନ୍ତି ସମ୍ବାଦ – ତା 26.02.2022 – ସାମ୍ରାଜ୍ୟବାଦୀ ରୁଷିଆର ୟୁକ୍ରେନ ଆକ୍ରମଣ ପ୍ରତିବାଦରେ ଏସ ୟୁ ସି ଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଦେଶରେ ପ୍ରତିବାଦ ଆନ୍ଦୋଳନ

Read more

ଢ଼ିଙ୍କିଆ ଆନ୍ଦୋଳନକାରୀ ମାନଙ୍କ ସହ ଏସ ୟୁ ସି ଆଇ (କମ୍ୟୁନିଷ୍ଟ)

SarbaharaKranti News Dt 22.01.2022 – ଢିଙ୍କିଆରେ ପୋଲିସ ଓ ଜିନ୍ଦଲ କମ୍ପାନୀର ଗୁଣ୍ଡାଙ୍କ ଆତଙ୍କରାଜ  ବିରୁଦ୍ଧରେ ସଂଗ୍ରାମରତ ଲଢୁଆ ଜନଗଣଙ୍କ ପ୍ରତି ସଂହତି ଜ୍ଞାପନ କରି ଆଜି ଏସୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ଼ ବିଷ୍ଣୁ ଦାସଙ୍କ ନେତୃତ୍ୱରେ ଅନ୍ୟତମ ସମ୍ପାଦକ ମଣ୍ଡଳୀ ସଦସ୍ୟ ରଘୁନାଥ ଦାସ, ସ୍ୱୟଂପ୍ରଭା ନାୟକ, ଜଗତସିଂହପୁର ସାଙ୍ଗଠନିକ ସମ୍ପାଦକ ସୁବାସ ସ୍ୱାଇଁ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଢ଼ିଙ୍କିଆ ଠାରେ ଆନ୍ଦୋଳନରତ ଜନଗଣଙ୍କ ସହ ସାମିଲ ହୋଇଛନ୍ତି ଓ ସେଠାରେ ଶୋଭାଯାତ୍ରା ଓ ସଭା କରାଯାଇଛି ।ଏଠାରେ ସୂଚନାଯୋଗ୍ୟ ଢିଙ୍କିଆରେ ପୋଲିସ ଆତଙ୍କରାଜ ତୁରନ୍ତ ବନ୍ଦ କରିବା,ଅଂଚଳରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା,ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା ସହ ସେମାନଙ୍କ ଉପରେ ରୁଜୁ ହୋଇଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବା,ଅମାନୁଷିକ ଭାବେ ଲାଠିଚାର୍ଜ କରିଥିବା ଦୋଷୀ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେଠାରେ ତୁରନ୍ତ କାରଖାନା ପ୍ରତିଷ୍ଠା ଉଦ୍ୟମ ବନ୍ଦ କରିବା ଦାବିରେ ଜାନୁଆରୀ ୧୫ ରେ ସାରା ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ କରାଯାଇଛି,ରାଜ୍ୟ ସମ୍ପାଦକ କମ୍ରେଡ଼ ଶଙ୍କର ଦାସଗୁପ୍ତ ଙ୍କ ନେତୃତ୍ୱ ରେ ମାନ୍ୟବର ରାଜ୍ୟପାଳ ଙ୍କୁ ଭେଟି ଜାନୁଆରୀ ୧୮ ତାରିଖ ଦିନ ସ୍ମାରକପତ୍ର ପ୍ରଦାନ କରାଯାଇଛି ୨୦ ଜାନୁଆରୀ ରେ ଦଳର ସମସ୍ତ ଗଣସଂଗଠନ ପକ୍ଷରୁ ଢ଼ିଙ୍କିଆ ସଂହତି ଦିବସ ପାଳନ କରାଯାଇଛି। ଢ଼ିଙ୍କିଆରେ ଚାଲିଥିବା ଲଢ଼ୁଆ ସଂଗ୍ରାମ ସହ ଏସୟୁସିଆଇ(ସି)ର କର୍ମୀମାନେ ରହିଛନ୍ତି।

Read more